Jamuna Jibaku Mote Hoichi Mana Lyrics
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
କାଖରୁ କଳସୀ…ପଡୁଚିରେ ଖସି…
କାଖରୁ କଳସୀ…ପଡୁଚିରେ ଖସି…
Jamuna Jibaku Mote Hoichi Mana Lyrics
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
କାଖରୁ କଳସୀ…ପଡୁଚିରେ ଖସି…
କାଖରୁ କଳସୀ…ପଡୁଚିରେ ଖସି…
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ମାନେନା ମନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଧନ୍ୟ ସେ କଦମ୍ବ ମୂଳ
ମୟୂର ଚନ୍ଦ୍ରିକା ଚୂଳ
ଝୁରୁଛି ଯମୁନା କୂଳ
ହେଉଛି ମନ ଆକୁଳ
(ଧନ୍ୟ ସେ କଦମ୍ବ ମୂଳ
ମୟୂର ଚନ୍ଦ୍ରିକା ଚୂଳ
ଝୁରୁଛି ଯମୁନା କୂଳ
ହେଉଛି ମନ ଆକୁଳ)
ଅଙ୍ଗ ମୋର ଥରିଯାଏ
ଲାଜେ ମୁହିଁ ସରିଯାଏ
ଅଙ୍ଗ ମୋର ଥରିଯାଏ
ଲାଜେ ମୁହିଁ ସରିଯାଏ
ରହି ପାରେନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ତୋର ସେ ତ୍ରିଭଙ୍ଗୀ ଠାଣି
ମୋ ମନ ନେଉଚି ଟାଣି
ମୋହନ ମୁରଲୀ ଶୁଣି
ଚହଲେ ଯମୁନା ପାଣି
(ତୋର ସେ ତ୍ରିଭଙ୍ଗୀ ଠାଣି
ମୋ ମନ ନେଉଚି ଟାଣି
ମୋହନ ମୁରଲୀ ଶୁଣି
ଚହଲେ ଯମୁନା ପାଣି)
ଅପବାଦ ବନ୍ଧ ଡେଇଁ
ମୋ ମନର କୂଳ ଛୁଇଁ
ଅପବାଦ ବନ୍ଧ ଡେଇଁ
ମୋ ମନର କୂଳ ଛୁଇଁ
ଆସି ପାରେନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
କାଖରୁ କଳସୀ…ପଡୁଚିରେ ଖସି…
କାଖରୁ କଳସୀ…ପଡୁଚିରେ ଖସି…
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ମାନେନା ମନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
- insidepatientfinance.com
- https://lalichresources.com/
- https://beliefus.com/
- https://liveentretenimento.com/
- https://nexnity.com/
- https://pawtasticpet.com/
- https://sodalimetimes.com/
- https://nofunever.com/
- https://nyhead.com/
- https://coucoujolie.com/
- https://discutfree.com/
- https://biayapajak.com/
- https://flysingaporeair.com/
- https://winnipegtriallawyer.com/
- https://rebrandingcannabis.com/